Author: TRUPTIMAYEE SAHOO

ବିଧାନସଭା ଦ୍ୱାରା ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯିବ କି ? ଅର୍ଥାତ୍, ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ବିଲ୍ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ । ଏବେ CJI  ବି ଆର ଗଭାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଜୁଲାଇ ୨୨ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠରେ ବିଚାରପତି ବିକ୍ରମ ନାଥ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ପିଏସ୍ ନରସିଂହ ଏବଂ ବିଚାରପତି ଅତୁଲ ଏସ୍ ଚାନ୍ଦୁରକର ଅନ୍ତର୍ଭୁକ୍ତ । ପ୍ରକୃତରେ, ସୁପ୍ରିମକୋର୍ଟ (SC) ଏପ୍ରିଲ ୮ରେ ଧାରା ୧୪୨ରେ  ଏକ ନିଷ୍ପତ୍ତି ଦେଇଥିଲେ ଯେଉଁଥିରେ ରାଷ୍ଟ୍ରପତିଙ୍କ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଥିଲା । କୋର୍ଟ କହିଥିଲେ ଯେ ରାଜ୍ୟପାଳଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ବିଚାର ପାଇଁ ରଖାଯାଇଥିବା ବିଲ୍ ଗୁଡ଼ିକୁ ତିନି ମାସ ମଧ୍ୟରେ ରାଷ୍ଟ୍ରପତିଙ୍କ…

Read More