Author: TRUPTIMAYEE SAHOO

ନାଟକର ନାଁ ଆଲ୍ଲାଙ୍କ ପାଖରେ ମିଛ କାନ୍ଦଣା । ଏ କଥା ଆମେ କାହିଁକି କହୁଛୁ ତାହା ଜାଣିବା ଏ ଭିଡିଓ ଉପରେ ଥରେ ନଜର ପକାନ୍ତୁ । ଆପଣ ଏ ଭିଡିଓ ଦେଖି କଣ ଭାବୁଛନ୍ତି । ବାବୁଛନ୍ତି ଏହା କେଉଁ ମସଜିଦର ଭିଡିଓ । ନାହିଁ ଆଜ୍ଞା ଏ ହେଉଛି ଶଙ୍ଖ ଭବନର ଭିଡିଓ । ଆଉ ଏଠି ଯେଉଁମାନେ ଦୁଆ ମାଗୁଛନ୍ତି ସେମାନେ ମୁସଲିମ ନୁହନ୍ତି ସେମାନେ ସବୁ ହିନ୍ଦୁ । ଆମେ ପୂର୍ବରୁ ଅନେକ ଥର ଦେଖିଛୁ ଆଉ ଜାଣିଛୁ କି କୌଣସି କଥାରେ ଆଲ୍ଲାଙ୍କ ପାଖରେ ଦୁଆ ମାଗିବାର ଥିଲେ ମସଜିଦକୁ ଯାଇ ନମାଜ ପଢାଯାଏ କି ପୁଜା ଅର୍ଚ୍ଚନା କରାଯାଏ । କିନ୍ତୁ ଶଙ୍ଖ ଭବନ କେବେଠୁ ମସଜିଦ ହୋଇଗଲାଣି ତାହା ଆମେ କେବେ ଦେଖି ନଥିଲୁ । ଏବେ ଟିକେ ଶଙ୍ଖ ଭବନ ଏଲଡିରେ ଲେଖା ହୋଇଥିବା ଏ ଭିଡିଓଟିକୁ ଦେଖନ୍ତୁ…

Read More