Author: TRUPTIMAYEE SAHOO

ମୋହନଙ୍କୁ ଏବେ ଅନାସ୍ଥା ଟେନସନ । ଏ କଥା କହିବାର ଅନେକ କାରଣ ମଧ୍ୟ ରହିଛି । ଭକ୍ତ ଦାସ ଦୁଇ ତଳେ ଯେଉଁ କଥା କହିଥିଲେ ଆପଣଙ୍କ ମନେ ଅଛି କି ନାହିଁ । ଯଦି ଜାଣି ପାରୁନାହାନ୍ତି ତେବେ ଆମେ କେଉଁ କଥା କହୁଛୁ ଆପଣ ବି ଥରେ ଦେଖି ନିଅନ୍ତୁ ସେ ବାଇଟକୁ ତାପରେ ଆଗକୁ ବଢିବା । ଦେଖିଲେ ଦୁଇ ଦିନ ତଳେ ଦେଇଥିବା ଏହି ବାଇଟରେ ହିଁ ସଂକେତ ଦେଇଥିଲେ କଂଗ୍ରେସ ସଭାପତି ଭକ୍ତ ଦାସ । ଆଉ ଏବେ ତାର କାର୍ଯ୍ୟକାରୀ ହେବାକୁ ଯାଉଛି । ଆପଣ ଭାବୁଥିବେ କି ସଂଙ୍କେତ ଦେଇଥିଲେ । ଯାହା ଆମକୁ ଏତେ ବୁଲେଇ ବାଙ୍କେଇ ହେଉଛନ୍ତି ।  ଆମେ ସିଧା ସିଦା କହିବାକୁ ଚେଷ୍ଟା କରୁଛୁ କି ଭକ୍ତଦାସ ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନସ୍ଥା ଭୋଟ ଆଣି ସରକାର ଭାଙ୍ଗିବାକୁ ଯୋଜନା କରୁଛନ୍ତି । ଆଉ…

Read More