Author: TRUPTIMAYEE SAHOO

୨୦୨୭ ଜନଗଣନା ସମୟରେ ଜାତୀୟ ଜନସଂଖ୍ୟା ପଞ୍ଜିକା (NPR)କୁ ଅପଡେଟ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇନାହିଁ । NPR ହେଉଛି NRC ଆଡ଼କୁ ପ୍ରଥମ ପଦକ୍ଷେପ । ଏପରି ପରିସ୍ଥିତିରେ, ଏଥିରେ ନୂତନ ଆବେଦନକାରୀଙ୍କୁ ଯୋଡାଯିବ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଧାର କାର୍ଡ ଭଳି ନାଗରିକମାନଙ୍କୁ ରାଷ୍ଟ୍ରୀୟ ପରିଚୟ ପତ୍ର ମିଳିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ମଙ୍ଗଳବାର କହିଛନ୍ତି ।  CAA ଏବଂ NRC ଉଭୟ ଦେଶବ୍ୟାପୀ ବିବାଦର ବିଷୟ ହୋଇଛି । କିଛି ଲୋକ ଏଗୁଡ଼ିକ ଉପରେ ସରକାର ନାଗରିକତା ଛଡ଼ାଇ ନେଉଥିବା ଅଭିଯୋଗ କରିଥିଲେ । ଏବେ କେନ୍ଦ୍ର ସରକାର କହିଛନ୍ତି ଯେ ନାଗରିକତା ଆଇନ ୧୯୫୫ ଅନୁଯାୟୀ, ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ପଞ୍ଜୀକୃତ କରିବା ଏବଂ ତାଙ୍କୁ ଏକ ଜାତୀୟ ପରିଚୟପତ୍ର ଦେବା ବାଧ୍ୟତାମୂଳକ । କେନ୍ଦ୍ର ସରକାର…

Read More