Author: TRUPTIMAYEE SAHOO

UPI ମାଧ୍ୟମରେ କାରବାର ଉପରେ କୌଣସି ଶୁଳ୍କ ଲାଗିବ କି ? ଏକ ବଡ଼ ବ୍ୟାଙ୍କର ନିଷ୍ପତ୍ତି ନିଶ୍ଚିତ ଭାବରେ ଏକ ସଙ୍କେତ ଦେଉଛି । ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ICICI ଫୋନ୍ ପେ, ଗୁଗୁଲ୍ ପେ ଭଳି UPI ସେବା ପ୍ରଦାନ କରୁଥିବା ଆପ୍ସରୁ ‘ଟ୍ରାଞ୍ଜେକ୍ସନ୍ ହ୍ୟାଣ୍ଡଲିଂ ଫି’ ଆଦାୟ କରିବା ଆରମ୍ଭ କରିଛି । ଏହା ବ୍ୟବହାରକାରୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ କି ? ଗତ କିଛିମାସ ଧରି UPI ପେମେଣ୍ଟ ଉପରେ ଟ୍ରାଞ୍ଜାକ୍ସନ ଚାର୍ଜ ଆଦାୟ କରିବାର ଆଲୋଚନା ଚାଲିଛି । କିଛିଦିନ ପୂର୍ବରୁ ଏ ବିଷୟରେ ଖବର ମଧ୍ୟ ପ୍ରସାରିତ ହୋଇଥିଲା, କିନ୍ତୁ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଥିଲେ । କିନ୍ତୁ କୁହାଯାଏ ଯେ ଯେଉଁଠାରେ ନିଆଁ ଲାଗିଥାଏ, ସେଠାରୁ ଧୂଆଁ ଉଠିଥାଏ        । UPIରେ ଟ୍ରାଞ୍ଜାକ୍ସନ ଚାର୍ଜର ଧୂଆଁ ପୁଣିଥରେ ଉଠିବାରେ ଲାଗିଛି…

Read More