Author: TRUPTIMAYEE SAHOO

ସ୍ୱାଧୀନତା ପାଇବାରୁ ୭୮ ବର୍ଷ ବିତି ଯାଇଛି। ଏହି ସମୟରେ ଅତି କମରେ ତିନି ପିଢ଼ି ବଦଳି ଯାଇଛି। ସେହି ସମୟରେ ଯେଉଁ ଦାମରେ ଜିନିଷ ମିଳୁଥିଲା, ତାହା ଏବେ ଖୁଚୁରା ପଇସାରେ ମଧ୍ୟ ଗଣା ଯାଉ ନାହିଁ। ସେହି ସମୟ କେତେ ଶସ୍ତା ଥିଲା ତାହା ଚିନ୍ତା କରିବା କଷ୍ଟକର, ଯେତେବେଳେ ୨ଟଙ୍କା ୫୦ ପଇସାରେ ଏକ କିଲୋ ଶୁଦ୍ଧ ଘିଅ ମିଳୁଥିଲା ଏବଂ ୧୨ ପଇସାରେ ଏକ କିଲୋ ଦୁଧ। ୯୦ ଟଙ୍କାରେ ଏକ ସାଇକେଲ କିଣା ଯାଇ ପାରୁଥିଲା। ଏବେ ଯେଉଁ ସୁନା ପ୍ରାୟ ୯୯,୦୦୦ ଟଙ୍କା ପ୍ରତି ତୋଳାରେ ମିଳୁଛି, ସେତେବେଳେ ତାହା ୮୮ ଟଙ୍କା ପ୍ରତି ତୋଳାରେ ମିଳୁଥିଲା। ୧୯୪୭ରେ ଗୋଟିଏ ଟଙ୍କାରେ ଆପଣ ୨-୩ କିଲୋ ଗହମ କିଣି ପାରୁଥିଲେ। ଅଧା କିଲୋ ଶୁଦ୍ଧ ଘିଅ କିଣି ଘରକୁ ଆଣି ପାରୁଥିଲେ, ୧୦ କିଲୋରୁ ଅଧିକ ଆଳୁ କିଣି ଘରେ ସାଇତି ରଖି…

Read More