Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ଵାଧୀନତା ପାଳନ ଉତ୍ସବରେ ଯୋଗ ଦେଇ ଦେଶର ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି । ଘରୋଇ କ୍ଷେତ୍ରରେ ଚାକିରି ଆରମ୍ଭ କରୁଥିବା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଛି । ଏହାର ନାମ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ରଖାଯାଇଛି । ଘରୋଇ କ୍ଷେତ୍ରରେ ପ୍ରଥମେ ଚାକିରି ଆରମ୍ଭ କରୁଥିବା ଯୁବକ ଓ ଯୁବତୀମାନଙ୍କୁ ଏହି ଯୋଜନାରେ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସରକାର ଯୋଗାଇ ଦେବେ । ଯେଉଁ କମ୍ପାନି ଅଧିକ ନିଯୁକ୍ତି ସୃଷ୍ଟି କରିବେ ସେମାନଙ୍କୁ ଏଥିରେ ପ୍ରୋତ୍ସାହନ ମିଳିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୂଆ ସ୍କିମ ଦ୍ଵାରା ଯୁବବର୍ଗଙ୍କ ପାଇଁ ସାଢ଼େ ୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସ୍କିମ ଉଭୟ ନିଯୁକ୍ତି ଆଶାୟୀ ଏବଂ ଘରୋଇ କମ୍ପାନିଙ୍କୁ ଉତ୍ସାହିତ କରିବ ନୂଆ ନିଯୁକ୍ତି ସୃଷ୍ଟି…

Read More