Author: TRUPTIMAYEE SAHOO

ଗତ ୨୪ବର୍ଷ ଧରି ବିଜେଡି ସରକାର ଅମଳରେ ଘିଅମହୁରେ ଭାସୁଥିବା ବିଜେଡି ମାର୍କା ଅଫିସରମାନେ ସରକାର ବଦଳିବା ପରେ ବି ନିଜକୁ ପରିବର୍ତ୍ତନ କରିନାହାନ୍ତି । ବରଂ ସେମାନେ କିପରି ବିଜେପି ସରକାରକୁ ବଦନାମ୍‍ କରାଯାଇ ପାରିବ ସେ ଦିଗରେ ଅଧିକ ଲାଗିପଡ଼ିଛନ୍ତି। ବିଭିନ୍ନ ବିଭାଗରେ ଉନ୍ନୟନମୂଳକ କାମକୁ ମନ୍ତ୍ରୀ ନୁହନ୍ତି, ଅଫିସରମାନେ କାର୍ଯ୍ୟକାରୀ କରିଥାଆନ୍ତ। କିନ୍ତୁ ଚଳିତ ଆର୍ତିକ ବର୍ଷର ୫ମାସ ଏହା ଭିତରେ ବିତି ଯାଇଥିଲେ ମଧ୍ୟ ଦଳୀୟ ଚିନ୍ତାଧାରାରେ ବୁଡ଼ି ରହିଥିବା ଏହି ଅଫିସରମାନେ କାମ କରୁନାହାନ୍ତି। ଯାହା ଫଳରେ ଚଳିତ ବର୍ଷ ପାଇଁ ବଜେଟରେ ଦିଆଯାଇଥିବା ଅର୍ଥ ବିନିଯୋଗ ହୋଇପାରିନାହିଁ। ଏହି ତାଲିକାରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶକ୍ତି ବିଭାଗ, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ, ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗର ଖର୍ଚ୍ଚ ପରିମାଣ ଅତି ନଗଣ୍ୟ ରହିଛି। ଅଫିସରମାନେ…

Read More