Author: TRUPTIMAYEE SAHOO

ଭାରତଠାରୁ କେତେ ଦେଶ ତୈଳ କିଣୁଛନ୍ତି, ଦେଶରେ କେଉଁଠାରେ ଲୁଚିଛି ପଟ୍ରୋଲର ଏହି ଭଣ୍ଡାର ? ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଭାରତ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯଦି କୌଣସି ଦେଶକୁ ଭାରତରୁ ତେଲ କିଣିବାରେ ଅସୁବିଧା ହେଉଛି, ତେବେ ସେମାନେ ନ କିଣନ୍ତୁ । କାହାକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।  ଭାରତଠାରୁ କେଉଁ କେଉଁ ଦେଶ ତେଲ କିଣୁଛନ୍ତି? ଭାରତକୁ ତେଲ କେଉଁଠାରୁ ଆସୁଛି? କେଉଁଠାରେ ଭାରତୀୟ ତେଲର ଭଣ୍ଡାର ରହିଛି ଏବଂ ଏହାର ବ୍ୟବହାର କେଉଁଠାରେ ହେଉଛି ? ଆମେରିକୀୟ ରାଷ୍ଟ୍ରପତିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟାରିଫ ଯୁଦ୍ଧ ଏବଂ ରୁଷିଆରୁ ଅଶୋଧିତ ତୈଳ କିଣିବା ପ୍ରସଙ୍ଗରେ ଭାରତ ଆମେରିକା ଓ ଇଉରୋପକୁ ଆଇନା ଦେଖାଇଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତଠାରୁ ତେଲ କିଣିବା କାହାରି ବାଧ୍ୟତା…

Read More