Author: TRUPTIMAYEE SAHOO

ବିହାର ନିର୍ବାଚନ ପାଖେଇ ଆସୁଛି । ଆଉ ଏହା ସହିତ ଲାଲୁ ପରିବାର କ୍ଷମତା ବନବାସରୁ ଫେରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରୁଛି । ୧୯୯୦ ଦଶକରୁ ୨୦୦୫ ପର୍ଯ୍ୟନ୍ତ ବିହାର ଲାଲୁ ପରିବାର କବଜାରେ ଥିଲା । ଲାଲୁ ଥିଲେ ବିହାରର ଭାଗ୍ୟବିଧାତା । ବିହାରର ରାଜନୀତି ଉପରେ ଲାଲୁଙ୍କ ପକଡ ଏମିତି ଥିଲା ଯେ,ଜେଲ ଯିବା ଆଗରୁ ନିଜ ନିରକ୍ଷର ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଜେଲଯାତ୍ରା କରିଥିଲେ । ଆଉ ଜେଲରୁ ଚଳାଉଥିଲେ ରାଜ୍ୟ ଶାସନ । ବିହାର ଇତିହାସର ସେହି ଯୁଗ ଜଙ୍ଗଲ ରାଜ ନାମରେ କୁଖ୍ୟାତ । ଲାଲୁ ପରିବାର ଏବେ କ୍ଷମତାଠାରୁ ବହୁତ ଦୂରରେ । କିଛି ଦିନ ପାଇଁ କକା ନୀତିଶଙ୍କ ସହିତ ମେଣ୍ଟ କରି ତେଜସ୍ୱୀ ଯାଦବ କ୍ଷମତାକୁ ଆସିଥିଲେ । କିନ୍ତୁ ପଲ୍ଟୁ କୁମାର ଏମିତି ପଲଟି ମାରିଲେ ଯେ, ଲାଲୁ ପରିବାର ସେହି ଆଘାତରୁ ଏଯାଏଁ ଉବୁରିନି…

Read More