Author: TRUPTIMAYEE SAHOO

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି) କୁ ବୋଝ ପାଲଟିଛି କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟ । ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଅବସ୍ଥା! ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯେତିକି ଭଡ଼ା ମିଳୁଛି, ତାହା ବିଦ୍ୟୁତ୍ ବିଲ୍ ଭରିବାକୁ ମଧ୍ୟ ଅଣ୍ଡୁ ନାହିଁ । ପ୍ରେକ୍ଷାଳୟର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ଅଲଗା। ମାତ୍ର ୧୧ଟି କାର୍ଯ୍ୟକ୍ରମରୁ ଭଡ଼ା ମିଳିଛି ପାଖାପାଖି ୨୫ ଲକ୍ଷ ବିଦ୍ୟୁତ୍ ବିଲ୍ ଓ ସୁରକ୍ଷା ପାଇଁ ବହୁ ସରକାରୀ କାର୍ଯ୍ୟକ୍ରମ ହେଉଛି। ରାଜ୍ୟସ୍ତରୀୟ ଗଣିଲେଣି ୩୧ଲକ୍ଷରୁ ଅଧିକ ବର୍ଷକ ମଧ୍ୟରେ ରାଜଧାନୀର ସର୍ବବୃହତ ପ୍ରେକ୍ଷାଳୟର ପରିଚାଳନା ବିଶ୍ଵବିଦ୍ୟାଳୟ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରେକ୍ଷାଳୟରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ବ୍ୟତୀତ କାର୍ଯ୍ୟକ୍ରମ ପାଇଁ ସରକାର ମଧ୍ୟ ଆଗ୍ରାଧିକାର ଭିଭିରେ ଏହାକୁ ପସନ୍ଦ କରୁଛନ୍ତି। ଏଥ‌ିପାଇଁ ନିର୍ଦ୍ଧାରିତ ଭଡ଼ା ମଧ୍ୟ ସରକାର ପୈଠ କରୁଛନ୍ତି । ସେହିପରି ବିଭିନ୍ନ…

Read More