Author: TRUPTIMAYEE SAHOO

ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ପାଲଟିଥିଲା ସିନେମା ହଲ୍ । ହେଲେ ଦିନକୁ ଦିନ ସିନେମା ହଲ୍ ସଂଖ୍ୟା କମି କମି ଯାଉଥିବାରୁ ଏହା ଓଡ଼ିଆ ସିନେମା ଶିଳ୍ପକୁ ସିଧାସଳଖ ପ୍ରଭାବିତ କରିଛି। ଓଡ଼ିଶାରେ ପୂର୍ବରୁ ୨୦୦ ସିନେମା ହଲ୍ ରହିଥ‌ିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୫୨ରେ ପହଞ୍ଚିଛି। ସେଥ‌ିମଧ୍ୟରେ ୩୦ଟି ମଲଟିପ୍ଲେକ୍ସ ଦର୍ଶକଙ୍କ ଗହଳି ଜମୁଥ‌ିବା ଏକାମ୍ର ସିନେମା ହଲ ଏବେ ଜନଶୂନ୍ୟ ପାଲଟିଛି। କେବଳ ସେତିକି ନୁହେଁ କଟକର ନିଶାମଣି, ସମ୍ରାଟ, ରାଜତରଙ୍ଗିଣୀ, ଗ୍ରାଣ୍ଟ, ଜୟଶ୍ରୀ, ଦୁର୍ଗା, ଦେବୀ ଆଦି ସିନେମା ହଲ୍ ଗୁଡ଼ିକ ଇତିହାସ ପାଲଟିଯାଇଛି। ଯାହାକି ଓଡ଼ିଆ ସିନେମା ଶିଳ୍ପର ଉନ୍ନତି ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ମଲ୍ଟିପ୍ଲେକ୍ସ ଭିଡ଼ରେ ମଧ୍ୟ ହଜି ଯିବାକୁ ବସିଲାଣି ସିଙ୍ଗଲ ସ୍କ୍ରିନ୍ ସିନେମା ହଲ୍ । ଚାକଚକ୍ୟ ଓ ଲଗଜୁରିୟସ୍ ଅନୁଭବ ଦେଉଥ‌ିବା ମଲଟିପ୍ଲେକ୍ସ ସିନେମା ହଲ୍ ଯିବାକୁ ସାଧାରଣ ଦର୍ଶକଙ୍କ ପାଇଁ ଅର୍ଥ…

Read More