Author: TRUPTIMAYEE SAHOO

ଭାରତର ଡିଜିଟାଲ୍ ମେସେଜିଂ ବଜାରରେ ବର୍ତ୍ତମାନ ଦୁଇଟି ବଡ଼ ନାମ ଚର୍ଚ୍ଚାରେ ରହିଛି ପ୍ରଥମ ହ୍ୱାଟସ୍‍ ଆପ୍ ଓ ଦ୍ୱିତୀୟର ନାମ ହେଉଛି ଅରଟ୍ଟୈ । ମେଟାର ହ୍ୱାଟସ୍‍ ଆପ୍‍କୁ ବିଶ୍ୱର ୩ ବିଲିୟନର ଅଧିକ ୟୁଜର ବ୍ୟବହାର କରୁଛନ୍ତି। ୩ଶହ କୋଟି ୟୁଜର ସହିତ ଏହା ଇନଷ୍ଟାଣ୍ଟ୍ ମେସେଜିଂ ଦୁନିଆରେ ଏକ ନମ୍ବର ସ୍ଥାନରେ ଅଛି । ଅନ୍ୟପକ୍ଷରେ ଭାରତୀୟ କମ୍ପାନୀ ଜୋହୋର ଦେଶୀ ଆପ୍ ଅରଟ୍ଟୈ ଭାରତରେ ଧୂମ୍ ମଚାଉଛି ଓ ଆପ୍ ଷ୍ଟୋର ସୋସିଆଲ୍ ନେଟୱର୍କିଂ କ୍ୟାଟେଗୋରୀରେ ନମ୍ବର୍ ୧ରେ ପହଞ୍ଚିଛି। ଏହି ଆପ୍‍କୁ ୩ ଦିନରେ ୧୦୦ ଗୁଣାଧିକ ଏନଗେଜମେଣ୍ଟ ମିଳିଛି। ପ୍ରଶ୍ନ ହେଉଛି ଫିଚର୍, ପ୍ରାଇଭେସି ଓ ବିଜନେସ୍ ଟୁଲଗୁଡ଼ିକରେ କ୍ଷେତ୍ରରେ କେଉଁଟି ଅଧିକ ଦମଦାର ମେସେଜିଂ ଆପ୍? ହ୍ୱାଟସଆପ୍ ବନାମ ଅରଟ୍ଟୈ ହ୍ୱାଟସଆପ୍ ମେଟା ଅଧୀନରେ ଥିବା ବିଶ୍ୱସ୍ତରୀୟ ଆପ୍ ଯାହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିସନ ଓ ଶକ୍ତିଶାଳୀ ଫିଚର୍ସଗୁଡ଼ିକ ପାଇଁ ଜଣାଶୁଣା। ଅନ୍ୟପକ୍ଷରେ,…

Read More