Author: TRUPTIMAYEE SAHOO

ବ୍ୟକ୍ତିତ୍ୱ ଅଧିକାର କ’ଣ ? ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ପରେ ଆଶା ଭୋଁସଲେ ଯାହାକୁ ନେଇ ଅଦାଲତରେ ପହଞ୍ଚିଲେ ଅମିତାବ ବଚ୍ଚନ । ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଭଳି ଅଭିନେତାମାନଙ୍କ ପରେ ବର୍ତ୍ତମାନ ଗାୟିକା ଆଶା ଭୋଁସଲେ ମଧ୍ୟ ସେହି ଲୋକମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଯେଉଁମାନେ ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିତ୍ୱ ଅଧିକାରକୁ ନେଇ କୋର୍ଟରୁ ସହାୟତା ମାଗିଛନ୍ତି । ଆଶା ଭୋଁସଲେଙ୍କ ଆବେଦନ ଉପରେ ବମ୍ବେ ହାଇକୋର୍ଟ ତାଙ୍କ ନାମ ସ୍ୱର ଏବଂ ପରିଚୟର ଅନୁମତି ବିନା ବ୍ୟବହାର ଉପରେ ରୋକ ଲଗାଇଛି । ବର୍ତ୍ତମାନ କୌଣସି ଏଆଇ ପ୍ଲାଟଫର୍ମ ଇ-କମର୍ସ୍ ସାଇଟ୍ ଏବଂ ଅନ୍ୟ ଲୋକମାନେ ଅନୁମତି ବିନା ଏଗୁଡ଼ିକର ବ୍ୟବହାର କରିପାରିବେ ନାହିଁ । ଆସନ୍ତୁ ଜାଣିବା ପର୍ସନାଲିଟି ରାଇଟ୍ସ ଉପରେ ଆଇନ କଣ କହୁଛି? ଏହାକୁ ନେଇ କେଉଁଭଳି ଭାବେ କ୍ଷତିପୁରଣ ନିର୍ଦ୍ଧାରଣ ହୁଏ? ଅନେକ ସ୍ଥାନରେ ତାଙ୍କ ନାମ ଏବଂ ପରିଚୟର ଆପତିଜନକ…

Read More