Author: TRUPTIMAYEE SAHOO

ଏହି ଘଟଣା ଯେଉଁ ସମୟରେ ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରର ପତନ ହୋଇଥିଲା । ଅଟଳଙ୍କ ସାଇନିଂ ଇଣ୍ଡିଆ କ୍ୟାମ୍ପେନ ବିଫଳ ହେବା ପରେ ୟୁପିଏ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ଦାଉଦକୁ ଟାର୍ଗେଟ୍ କରିବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହେଉଥିଲା ତାହା ମଧ୍ୟ ବିଫଳ ହୋଇଥିଲା । ଅଟଳ ବିହାରୀଙ୍କ ସମୟରେ ଦାଉଦକୁ ନିଷ୍କ୍ରିୟ କରିବା ପାଇଁ ଇଣ୍ଟେଲିଜେନ୍ସ୍ ବ୍ୟୁରୋ (ଆଇବି) ଦାଉଦକୁ ଦୁବାଇରେ ତା’ ଝିଅର ବିବାହର ଅବସରରେ ଟାର୍ଗେଟ୍ କରିବାର ଯୋଜନା କରିଥିଲା । ଏହି ଅପରେସନକୁ ସଫଳ କରିବା ପାଇଁ ଡୋଭାଲ ଦାଉଦର ଶତ୍ରୁ ଛୋଟା ରାଜନ୍ ଗ୍ୟାଙ୍ଗର କୁଖ୍ୟାତ ଶୁଟରଙ୍କ ସହାୟତା ନେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ମୁମ୍ବାଇ ପୋଲିସ ତାଙ୍କ ଯୋଜନାକୁ ବିଫଳ କରିଦେଇଥିଲା । କୁହାଯାଏ ଯେ ଏହା ପଛରେ ଥିଲା ସରକାର ପରିବର୍ତ୍ତନ । ଯୋଜନା ତିଆରି ହେବା ବେଳକୁ…

Read More