Author: TRUPTIMAYEE SAHOO

ବିଜୁ ଜନତା ଦଳ ଶାସନ କ୍ଷମତାରେ ଥିବାବେଳ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ହୋଇଥିଲା। ଶାସନ କ୍ଷମତାରୁ ବିଦା ହେବା ପରେ ବି ମମିତା ମେହେର ହତ୍ୟାକାଣ୍ଡ ଭୟ ବିଜେଡିକୁ ଘାରିଛି। ତେଣୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଠନ ହୋଇଥିବା ତିନିଟି କମିଟିରେ କଳାହାଣ୍ଡି ଜିଲ୍ଲାର ଓଡ଼ିଶାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଆଯାଇନାହିଁ। କାରଣ ମମିତା ମେହେର ହତ୍ୟାକଣ୍ଡର ସିବିଆଇ ତଦନ୍ତ କରିବା ପାଇଁ ମମିତା ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ତଥା ମୁଖ୍ୟ ଆସାମୀ କୁହାଯାଉଥିବା ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛନ୍ତି। ତେଣୁ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏହି ମାମଲାର ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି। ମମିତା ମେହେର…

Read More