Author: TRUPTIMAYEE SAHOO

ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୁଦ୍ଧର ଟନଘଟା ଦେଖିବାକୁ ମିଳୁଛି। ଏହି ଭୟରୁ ଭାରତ ମୁକ୍ତ ନୁହେଁ। ଭାରତ ତାର ପଡ଼ୋଶୀ ପାକିସ୍ତାନ, ଚୀନ ସହିତ ଅନେକ ଥର ଯୁଦ୍ଧ କରିସାରିଛି। ଏବେ ବାଲାଂଦେଶ ସହିତ ମୁହାଁମୁହିଁ ମଧ୍ୟ ହେଉଛି। ଏଭଳି ପରିସ୍ଥିତିରେ ଭାରତ ସହିତ ପଡ଼ୋଶୀମାନଙ୍କର ଯୁଦ୍ଧ ହେଲେ ଭାରତ କେତେ ପ୍ରସ୍ତୁତ ଅଛି ଆସନ୍ତୁ ଆଜି ଏହି ଏପିସୋଡରେ ଆଲୋଚନା କରିବା।ଭାରତ ଆଜି ଏସିଆର ସବୁଠାରୁ ସଶକ୍ତ ସେନାଶକ୍ତି ମଧ୍ୟରୁ ଗୋଟିଏ। ଏହି ଶକ୍ତିର ଭିତି ହେଉଛି ତାହାର ଯୁଦ୍ଧଟ୍ୟାଙ୍କ ବା ମେନ ବାଟଲ ଟ୍ୟାଙ୍କ (ଏମବିଟି)। ଏହି ଇସ୍ପାତ ଦୈତ୍ୟମାନ ସୀମାରେ ଭାରତକୁ ଦୃଢ଼ ସୁରକ୍ଷା ଦେଇଥାନ୍ତି ଓ ବିପକ୍ଷୀ ସେନାଙ୍କ ପାଇଁ ଭୟଙ୍କର ସଙ୍କେତ ଦେଇଥାନ୍ତି। ଅର୍ଜୁନ — ଭାରତୀୟ ଗର୍ବର ପରିଚୟ ଅର୍ଜୁନ ମେନ ବାଟଲ ଟ୍ୟାଙ୍କ (ଅର୍ଜୁନ ଏମବିଟି) ହେଉଛି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଦ୍ୱାରା ତିଆରି ଭାରତର ନିଜସ୍ଵ ଯୁଦ୍ଧ…

Read More