Author: TRUPTIMAYEE SAHOO

ବିମାନ ଚଳାଚଳ ବ୍ୟବସାୟ କରୁଥିବା କମ୍ପାନୀମାନେ ଆଉ ଏଣିକି ମନଇଚ୍ଛା ଭଡ଼ା ଆଦାୟ କରିପାରିବେ ନାହିଁ। ଭାରତ ସରକାର ବିମାନ ଭଡ଼ା ଉପରେ ଏକ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ବୁକିଂ ତାରିଖ ନିର୍ବିଶେଷରେ ସ୍ଥିର ରହିବ । ଆଲାଏନ୍ସ ଏୟାର ସରକାରଙ୍କ ମାଲିକାନାରେ ଅଛି ଏବଂ ଟିୟର ୨ଏବଂ ୩ ସହରଗୁଡ଼ିକୁ ଛୋଟ ଆକାରର, କମ ମୂଲ୍ୟର ବିମାନ ପରିଚାଳନା କରେ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପୁ ସରକାରୀ ମାଲିକାନାରେ ଥିବା ଆଞ୍ଚଳିକ ବାହକ, ଆଲାଏନ୍ସ ଏୟାର ଦ୍ୱାରା ଭଡ଼ା ଚାପରୁ ମୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ବିମାନ ଭଡ଼ାରେ ପରିବର୍ତ୍ତନର ଚାପରୁ ଯାତ୍ରୀମାନଙ୍କୁ ମୁକ୍ତି ଦେବା ଏବଂ ଦେଶରେ ଉଡ଼ାଣର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଆରମ୍ଭ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ସଚିବ ସମୀର…

Read More