Author: TRUPTIMAYEE SAHOO

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୈତିକ ଇତିହାସ ଯେତେବେଳେ ଲେଖାଯିବ ସେତେବେଳ ନବୀନ ପଟ୍ଟନାୟକଙ୍କ ସରକାର ଏକ ନୂଆ ଫର୍ଦ୍ଦ ଖୋଲିଥିଲା ବୋଲି ଲେଖିବାକୁ ଇତିହାସକାରମାନେ ଏକ ରକମ ବାଧ୍ୟ ହେବେ। ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ, ସେହି ବର୍ଷ ବିଜୁ ଜନତା ଦଳର ଗଠନ ଏବଂ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ମଙ୍ଗ ଧରିବା ଗୋଟିଏ ଗୋଟିଏ ଐତିହାସିକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ମେ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ପଞ୍ଚମ ବିଜୟ ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା – କାହିଁକି ଓ କେମିତି ନବୀନ ବାରମ୍ବାର ନିର୍ବାଚନ ଜିତୁଛନ୍ତି ଓ ଏହା ପଛରେ ରାହସ୍ୟଟି କଣ? ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଜୁଟିନାହିଁ, ଭବିଷ୍ୟତରେ ଜୁଟିବ କି ନାହିଁ ତାହା ବି କହିବା କଷ୍ଟ। ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହି…

Read More