Author: TRUPTIMAYEE SAHOO

ବିଜୁ ଜନତା ଦଳ (ବିଜେଡି) ବର୍ଷର ପର ବର୍ଷ ନିଜ ପ୍ରଚାରରେ ଏକ ସ୍ଳୋଗାନକୁ ଅତ୍ୟନ୍ତ ଗୁରୁତ୍ତ ଦେଇଆସୁଛି – “ମା’ଙ୍କ ସମ୍ମାନ”। ଏହା ଦଳର ମୁଖ୍ୟ ରାଜନୀତିକ ଆଧାର ଏବଂ ନାରୀ ସମ୍ମାନ ପ୍ରତି ନିଜର ସମର୍ପଣକୁ ଦର୍ଶାଇବାର ଚେଷ୍ଟା। କିନ୍ତୁ ପଶ୍ଚିମବଙ୍ଗର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଘଟଣା ଉପରେ ବିଜେଡି ନେତାମାନଙ୍କ ଭାବଭଙ୍ଗୀ ଏହି ସ୍ଳୋଗାନର ମୂଲ୍ୟହୀନ। ଏହି ଘଟଣା ବିଜେଡିର ଦୁଇମୁଖା ମୁହଁକୁ ପ୍ରକାଶ କରିଛି — ଏକପଟେ ସ୍ଳୋଗାନରେ “ମା’ଙ୍କ ସମ୍ମାନ”, ଅନ୍ୟପଟେ ନିଜ ରାଜନୀତିକ ସହଯୋଗୀଙ୍କ ଅନ୍ୟାୟକୁ ଅନୁଦେଖା। ଓଡ଼ିଆ ମନୋଭାବ ଏହାକୁ ଭୁଲିବ ନାହିଁ, ଯେତେବେଳେ ଜଣେ ଓଡ଼ିଆ ଝିଅଙ୍କ ନ୍ୟାୟ ପାଇଁ ନିଜ ରାଜ୍ୟର ଦଳ ମୌନ ରହିଥିଲା। ଘଟଣାର ପୃଷ୍ଠଭୂମି ପଶ୍ଚିମବଙ୍ଗର ଏକ ମେଡିକାଲ କଲେଜରେ ଓଡ଼ିଶାର ଜଣେ ଛାତ୍ରୀ ନିଜ ସ୍ଵପ୍ନ ନେଇ ଅଧ୍ୟୟନ କରୁଥିଲେ। ସେ…

Read More