Author: TRUPTIMAYEE SAHOO

ଯାହା ଆଶା କରାଯାଉଥିଲା ତାହା ଘଟୁଛି। ସମାଜବାଦୀ ପାର୍ଟିର ଅସନ୍ତୁଷ୍ଟ ନେତା ଆଜମ୍‍ ଖାନ୍‍ ଜେଲରୁ ବାହାରିଲେ ଆଉ ଦଳରେ ନ ରହି ଅନ୍ୟ ଦଳକୁ ଯାଇ ରାଜନୀତି କରିବେ। ଏହି କଥା ଏବେ ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଲାଣି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଯେଉଁ କଥା କହୁଛନ୍ତି, ତାହାକୁ ଆଜମ୍‍ ଖାନ୍‍ ବିରୋଧ କରିବା ଆରମ୍ଭ କରିଛନ୍ତି। ଏପରି ଆଜମ୍‍ ଖାନ୍‍ ପୂର୍ବ ଭଳି କଟ୍ଟର ମୁସଲମାନ ନ ହୋଇ ହିନ୍ଦୁମାନଙ୍କୁ ପ୍ରସଂଶା କରିବା ଆରମ୍ଭ କଲେଣି। ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‍ ଖାନ୍‍ ଏବେ ଦୀପାବଳି ପର୍ବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ରାମପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଯେଉଁମାନେ ଦୀପ ଜାଳିପାରନ୍ତି ସେମାନେ ଯେକୌଣସି ଜିନିଷ ଆଲୋକିତ କରିପାରିବେ। ପୂର୍ବରୁ, ଅଖିଳେଶ ଅଯୋଧ୍ୟା ଦୀପୋତ୍ସବ ପାଳନ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ…

Read More