Author: TRUPTIMAYEE SAHOO

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଖରିଫ ବିପନ୍ନ ଋତୁ ପାଇଁ କେନ୍ଦ୍ର ଓଡ଼ିଶାର ଚାଉଳ କ୍ରୟ ଆକଳନକୁ ୫୦ ଲକ୍ଷ ଟନରୁ ୫୮ ଲକ୍ଷ ଟନକୁ ସଂଶୋଧନ କରିଛି । ଏହାର ଅନୁମୋଦନ ପ୍ରଦାନ କରି ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି “କେ. ଏମ୍. ଏସ୍. ପାଇଁ ଧାନ କ୍ରୟ ଆକଳନ ୪୦ ଲକ୍ଷ ଟନରୁ ବୃଦ୍ଧି କରାଯାଇ ୪୭ ଲକ୍ଷ ଟନ ଖରିଫ ଫସଲ ଏବଂ ୧୦ ଲକ୍ଷ ଟନରୁ ୧୧ ଲକ୍ଷ ଟନ ରବି ଫସଲ କରାଯାଇଛି । ଖାଦ୍ୟ ସୁରକ୍ଷା ଏବଂ ଅନୁପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଅଧୀନରେ ଏହାର ଆଭ୍ୟନ୍ତରୀଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖାଦ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଭଣ୍ଡାରରୁ ଚାଉଳ ଅଗ୍ରୀମ ଉଠାଣ ପାଇଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଅନୁମତି ଦେଇଛି। ଅଗ୍ରୀମ ଉଠାଣ ନଭେମ୍ବର ସୁଦ୍ଧା ଶେଷ ହେବା ଉଚିତ ୧୨ ଲକ୍ଷ…

Read More