Author: TRUPTIMAYEE SAHOO

ଶିକ୍ଷା ହେଉଛି ଜନସମାଜର ଭବିଷ୍ୟତ ଗଢ଼ିବାର ଶକ୍ତି। ଏକ ରାଜ୍ୟ କିମ୍ବା ଦେଶର ଉନ୍ନତି ତାହାର ଶିକ୍ଷାବ୍ୟବସ୍ଥା କେତେ ମଜବୁତ ତାହା ଉପରେ ନିର୍ଭର କରେ। କିନ୍ତୁ ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଏବେ ମୂଳ ଲକ୍ଷ୍ୟରୁ ଦିଗଭ୍ରଷ୍ଟ ହୋଇପଡ଼ିଛି। ଅଧ୍ୟାପକ ନିଯୁକ୍ତି ନେଇ ବର୍ଷ ବର୍ଷ ଧରି ଯେତେସବୁ ଘୋଷଣା ହେଲା, ସେସବୁ କେବଳ ଖବରକାଗଜ ଓ ପ୍ରେସ ନୋଟରେ ଅଟକି ରହିଛି। ସେହି ଖାଲି ଆସନ ଭରିବା ପାଇଁ ସରକାର ଏବେ ଯେ ନୂଆ ପଦକ୍ଷେପ ନେଇଛନ୍ତି — ଠିକା ଅଧ୍ୟାପକ ନିଯୁକ୍ତି — ତାହା ରାଜ୍ୟର ଶିକ୍ଷା ନୀତି ଓ ଶିକ୍ଷାପ୍ରତି ମନୋଭାବର ଏକ ବିନାଶକାରୀ ଚିତ୍ର ପ୍ରଦର୍ଶନ କରୁଛି। ଉଚ୍ଚଶିକ୍ଷା! ଶବ୍ଦଟି ଶୁଣିଲେ ମନକୁ ଆସେ — ଗ୍ୟାନ, ଗବେଷଣା ଓ ଭବିଷ୍ୟତ୍। କିନ୍ତୁ ଓଡ଼ିଶାରେ ଏହି “ଉଚ୍ଚଶିକ୍ଷା” ଏବେ ଏକ ନିରାଶାର ଅନ୍ୟନାମ ହୋଇପାରିଛି। ରାଜ୍ୟ ସରକାର ଦୀର୍ଘଦିନ ଧରି ଅଧ୍ୟାପକ ନିଯୁକ୍ତି କରିବାରେ ବିଫଳ।…

Read More