Author: TRUPTIMAYEE SAHOO

ବିହାର ଭାରତର ଏକ ଏମିତି ରାଜ୍ୟ ଯେଉଁଠାରେ ରାଜନୀତି କେବଳ ଏକ ପେଶା ନୁହେଁ, ଏହା ଏକ ଐତିହ୍ୟ, ଏକ ଆନୁବଂଶିକ ଧାରା। ଏଠାରେ ପିଢ଼ିରୁ ପିଢ଼ି ନେତାମାନେ ରାଜନୈତିକ ପରିଚୟକୁ ଆଗକୁ ବହନ କରିଆସୁଛନ୍ତି। ଏହି ପରମ୍ପରାକୁ ଏବେ ନୂଆ ଆକାର ଦେଇଛନ୍ତି ବିହାରର ଝିଅମାନେ — ଯେଉଁମାନେ ମାତ୍ର ପିତା କିମ୍ବା ସ୍ୱାମୀଙ୍କ ରାଜନୈତିକ ଛାୟା ଭିତରେ ନୁହେଁ, ନିଜ ଅସ୍ତିତ୍ୱ ଓ ନେତୃତ୍ୱ ସାକ୍ଷ୍ୟ କରିବାକୁ ମଇଦାନରେ ନେମିଛନ୍ତି। ୨୦୨୦ ମସିହାର ବିହାର ବିଧାନସଭା ନିର୍ବାଚନରେ ୨୬ ଜଣ ମହିଳା ବିଧାୟକ ଭାବେ ବିଜୟ ହୋଇଥିଲେ। ଚମତ୍କାର କଥା ହେଉଛି, ସେମାନଙ୍କ ମଧ୍ୟରୁ ୧୬ ଜଣ ରାଜନୈତିକ ପରିବାରର ଥିଲେ। ଏହି ତଥ୍ୟ ଏକ ନୂତନ ସାଙ୍ଗିତିକ ସନ୍ଦେଶ ଦେଉଛି — ବିହାରର ମହିଳାମାନେ ଏବେ କେବଳ ମାଟି, ଘର ଓ ସମାଜରେ ନୁହେଁ, ବିଧାନସଭା ଓ ଲୋକସଭାରେ ମଧ୍ୟ ନିଜ ଦାବି ଜମାଇବାକୁ ଆଗକୁ ଆସୁଛନ୍ତି।…

Read More