Author: TRUPTIMAYEE SAHOO

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶାନ୍ତି ଶୃଙ୍ଖଳା ଓ ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ‘ସଶସ୍ତ୍ର ବଳ (ବିଶେଷ କ୍ଷମତା) ଆଇନ- ୧୯୫୮’ ବା ଆଫସ୍ପା (Armed Forces Special Powers Act) ର ଅବଧିକୁ ଆହୁରି ୬ ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ବର୍ଦ୍ଧିତ ନିୟମ ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇ ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ଅଞ୍ଚଳଗୁଡ଼ିକରେ ଉଗ୍ରବାଦୀ କାର୍ଯ୍ୟକଳାପ, ସାମ୍ପ୍ରଦାୟିକ ଉତ୍ତେଜନା ତଥା ସୀମାନ୍ତ ଅସ୍ଥିରତା ଉପରେ କଡ଼ା ନଜର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ କେଉଁ ରାଜ୍ୟର କେଉଁ ଅଞ୍ଚଳରେ ଲାଗୁ ହେବ ଏହି ନିୟମ? ଗୃହ ମନ୍ତ୍ରଣାଳୟ ଉତ୍ତର-ପୂର୍ବର ସୁରକ୍ଷା ସ୍ଥିତିର…

Read More