Author: TRUPTIMAYEE SAHOO

ଭାରତୀୟ ନିର୍ବାଚନ କମିଶନ (ECI) ସୋମବାର (୨୭ ଅକ୍ଟୋବର) ଦିନ ଭୋଟର ତାଲିକାର ଦେଶବ୍ୟାପୀ ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR)ର ପ୍ରଥମ ପର୍ଯ୍ୟାୟ ଘୋଷଣା କରିବେ । ଯେଉଁଥିରେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ସମେତ ପ୍ରାୟ ୧୦-୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରକୁ ବାଦ ଦିଆଯିବାର ସମ୍ଭାବନା ଅଛି । ଯେଉଁଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ସଂସ୍ଥା ନିର୍ବାଚନ ୩୧ ଜାନୁଆରୀ ୨୦୨୬ ସୁଦ୍ଧା କରାଯିବା ଆବଶ୍ୟକ । ଏହା ସହିତ ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଲଦାଖ ଭଳି ତୁଷାରପାତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ଶେଷ ଦେଶବ୍ୟାପୀ ସଂଘନ ସଂଶୋଧନ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ହୋଇଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ DMK ସଭାପତି ଏମ.କେ. ଷ୍ଟାଲିନ୍ ବିହାରର ଉଦାହରଣ ଦେଇ ରାଜ୍ୟ ନିର୍ବାଚନ ପୂର୍ବରୁ ବିଜେପିକୁ…

Read More