Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଓ ନୂତନ ରାଜନୀତିକ ସମୀକରଣ । ଦେଶର ଅନେକ ବିରୋଧୀ ଦଳ ମିଳି ଗଢ଼ିଥିବା “ଇଣ୍ଡିଆ ମେଣ୍ଟ” ଦଳଗୁଡ଼ିକୁ ଏକ ସାଧାରଣ ପ୍ଲାଟଫର୍ମରେ ଆଣି ଭାରତୀୟ ଜନତା ପାର୍ଟି ଶାସନ ଓ ନୀତିର ବିକଳ୍ପ ଦେବାର ଦାବି କରିଥିଲା। କିନ୍ତୁ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ତାହାର ବିପରୀତ ଚିତ୍ର ଦେଖାଇଛି। ନୂଆପଡ଼ାରେ ଇଣ୍ଡି ମେଣ୍ଟର ଦୁଇ ମୁଖ୍ୟ ସହଯୋଗୀ- କଂଗ୍ରେସ ଓ ସମାଜବାଦୀ ପାର୍ଟି; ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇ ନିର୍ବାଚନ ମଇଦାନରେ ଲଢ଼ୁଛନ୍ତି। ଏହାର ଅର୍ଥ ହେଉଛି, ଦେଶସ୍ତରର ଏକତାର ଆହ୍ୱାନ ରାଜ୍ୟସ୍ତରରେ ଭାଙ୍ଗି ପଡ଼ୁଛି। ନୂଆପଡ଼ା ଉପନିର୍ବାଚନ: ଏକ ରାଜ୍ୟସ୍ତରୀୟ ପରୀକ୍ଷା ନୂଆପଡ଼ା ବିଧାନସଭା ଆସନ, ଓଡ଼ିଶାର ପଶ୍ଚିମ ଅଞ୍ଚଳର ଏକ ଗ୍ରାମୀଣ ଓ ସମାଜିକ ଭାବେ ବିବିଧ ସମସ୍ୟା ଜର୍ଜରିତ ଅଞ୍ଚଳ। ଏହାର ରାଜନୀତି ସଦାରଣତଃ ସ୍ଥାନୀୟ ବିକାଶ, ଜଳସେଚନ, ଚାଷୀ ଆନ୍ଦୋଳନ ଓ ଗୋଷ୍ଠୀ ରାଜନୀତି ଉପରେ ଆଧାରିତ ଥାଏ। କିନ୍ତୁ ଏବେ…

Read More