Author: TRUPTIMAYEE SAHOO

ନୂଆପଡ଼ାରେ ଏବେ ନିର୍ବାଚନ ତାତି, ହେଲେ ନୂଆପଡ଼ାବାସୀଙ୍କ ମନ କିଏ ଜିତିବ ? କିଏ ଆପଣାର କରିପାରିବ ? କିଏ ସାଜିବ ନୂଆପଡ଼ା ବିକାଶର ସାରଥି ? ଆସନ୍ତୁ ଏହାର ଉତ୍ତର ଖୋଜିବା… ଓଡ଼ିଶାରେ କଂଗ୍ରେସ ଶାସନ କଲା ପ୍ରାୟ ୫୦ ବର୍ଷ ଓ ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ବଦଳିଲା ସରକାର । ପୂର୍ବ ସରକାର ମାନଙ୍କରେ ଯେଉଁଠି କୋଣ ଅନୁକୋଣରେ ସରକାରୀ ବ୍ୟବସ୍ଥା ପହଞ୍ଚିପାରୁନଥିଲା ଓ ବିକାଶ କେବଳ କାଗଜରେ ସୀମିତ ରହିଯାଇଥିଲା ସେଇଠି ନୂଆ ସରକାର ବିକାଶର ଧାରାକୁ ନୂଆପଡ଼ାର ପ୍ରତେକ କୋଣରେ ପହଞ୍ଚାଇବାକୁ ଚେଷ୍ଟାରତ । ଯେଉଁଠି ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଷ୍ଟସାଧ୍ୟ ଥିଲା, ଏବେ ମୁଖ୍ୟମନ୍ତ୍ରୀ ନିଜେ ଜନତାଙ୍କ ସହ ବସି ତାଙ୍କ ସମସ୍ୟାର ସମାଧାନ କରୁଛନ୍ତି । ଓଡ଼ିଶାର ଯେଉଁ ଅପହଞ୍ଚ ଇଲାକାକୁ ପୁର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପହଁଚିନଥିଲେ, ଆଜି ସେଇଠି ପହଁଚିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Read More