Author: Anasuya Das

Delimitation: ଚେନ୍ନାଇରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ବିରୋଧରେ ଅନୁଷ୍ଠିତ ଏକ ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ପରେ ସିଧାସଳଖ ଟାର୍ଗେଟ କରିଛି ବିଜେପି। ସୀମା ନିର୍ଦ୍ଧାରଣ ବିବାଦକୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଚେନ୍ନାଇରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ବିରୋଧରେ ଅନୁଷ୍ଠିତ ଏକ ବୈଠକରେ ବିଜୁ ଜନତା ଦଳ (ବିଜେଡି) ଅଂଶଗ୍ରହଣ କରିବା ପରେ ସିଧାସଳଖ ଟାର୍ଗେଟ କରିଛି ବିଜେପି। ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି। ଏକଦା ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି-ବିଜେପି ମେଣ୍ଟ ଶାସନ କରିଥିଲେ। ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଣ୍ଟ କେନ୍ଦ୍ରରରେ ସରକାର ଗଢିବା ପରେ ବିଜେଡ଼ି ସମଦୂରତା କଥା କହି ବିଜେପିକୁ ସବୁ ପ୍ରକାର ସମର୍ଥନ ଦେଇଆସୁଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ୨୪ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ମାଟି…

Read More