Author: TRUPTIMAYEE SAHOO

ISROର ସବୁଠାରୁ ଶକ୍ତିଶାଳୀ ରକେଟ୍, LVM-୩ ବୁଧବାର ଡିସେମ୍ବର ୨୪ ସକାଳେ ଶ୍ରୀହରିକୋଟାରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି , ଯାହା ୬୧୦୦ କିଲୋଗ୍ରାମର ଆମେରିକୀୟ ଯୋଗାଯୋଗ ଉପଗ୍ରହ “ବ୍ଲୁ ବାର୍ଡ” କୁ କକ୍ଷପଥରେ ସ୍ଥାପନ କରିଛି । “ବାହୁବଳୀ” ନାମକ ଏହି ଉପଗ୍ରହର ସଫଳତା ପୁଣି ଥରେ ବିଶ୍ୱ ବାଣିଜ୍ୟିକ ପ୍ରକ୍ଷେପଣ ବଜାରରେ ମୂଲ୍ୟ ବିତର୍କକୁ ଉନ୍ମୋଚିତ କରିଛି: ISRO ଏବଂ ଏଲୋନ୍ ମସ୍କଙ୍କ ସ୍ପେସ୍ଏକ୍ସ ମଧ୍ୟରେ କିଏ ଅଧିକ ମୂଲ୍ୟବାନ? ବାଣିଜ୍ୟିକ ପ୍ରକ୍ଷେପଣ ବଜାରରେ ମୁହାଁମୁହିଁ ଗୋଟିଏ ପାର୍ଶ୍ୱରେ ISRO, ଯାହା ଏହାର କମ ମୂଲ୍ୟ ଏବଂ “ଜୁଗାଡ଼”-ଆଧାରିତ ଇଞ୍ଜିନିୟରିଂ ପାଇଁ ଜଣାଶୁଣା। ଅନ୍ୟ ପାର୍ଶ୍ୱରେ SpaceX, ଯାହା ପୁନଃବ୍ୟବହାରଯୋଗ୍ୟ ରକେଟ୍ ମାଧ୍ୟମରେ ମହାକାଶ ଉଡ଼ାଣର ଅର୍ଥନୀତିକୁ ପରିବର୍ତ୍ତନ କରିଛି। ଦ୍ରୁତ ଗତିରେ ବଢ଼ୁଥିବା ବାଣିଜ୍ୟିକ ପ୍ରକ୍ଷେପଣ ବଜାରରେ ଉଭୟ ବର୍ତ୍ତମାନ ମୁହାଁମୁହିଁ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, SpaceXର ଫାଲକନ୍-୯ ରକେଟ୍ ର ଗୋଟିଏ ଉତକ୍ଷେପଣର ମୂଲ୍ୟ…

Read More