Author: TRUPTIMAYEE SAHOO

ପଶ୍ଚିମବଙ୍ଗ ଭାରତର ରାଜନୀତିରେ ସବୁବେଳେ ଏକ ଭିନ୍ନ ଧାରାର ପରିଚୟ ରଖିଆସିଛି । ବାମ ରାଜନୀତିର ଦୀର୍ଘ ଶାସନ ତା’ପରେ ତୃଣମୂଳ କଂଗ୍ରେସର ଉଦୟ ଏବଂ ଏବେ ଭାରତୀୟ ଜନତା ପାର୍ଟିଙ୍କ ଆକ୍ରମଣାତ୍ମକ ପ୍ରବେଶ—ଏହା ସବୁ ମିଶି ବଙ୍ଗଳାକୁ ଏକ ଉଚ୍ଚ ଭୋଲଟେଜ୍ ରାଜନୈତିକ ରଣଭୂମିରେ ପରିଣତ କରିଛି । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ରଣଭୂମିରେ ସବୁଠାରୁ ସକ୍ରିୟ ଓ ଶାନ୍ତ ଭାବରେ କାମ କରୁଥିବା ଶକ୍ତି ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ୬ ଫେବୃଆରୀ ୨୦୨୫ରେ ମୋହନ ଭାଗବତଙ୍କ ୧୦ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଓ ପରେ ଡିସେମ୍ବର ୧୮ରେ ତାଙ୍କ ୪ ଦିନିଆ ପୁନଃ ଫେରା—ଏହି ଦୁଇଟି ଗସ୍ତ କେବଳ ସଂଗଠନାତ୍ମକ ନୁହେଁ, ଗଭୀର ରାଜନୈତିକ ସଙ୍କେତ ବୋହି ଆଣିଛି । ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଆରଏସଏସ ବଙ୍ଗଳାରେ ନିଜର ୫-ସୂତ୍ରୀ ଯୋଜନାକୁ ମାଟିସ୍ତରରେ ଲାଗୁ କରିସାରିଛି।…

Read More