Author: Anasuya Das

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ନିଜର ଶୀର୍ଷସ୍ଥାନରେ ପହଞ୍ଚିଛି । ଉଭୟ ଦେଶ ପରସ୍ପର ଉପରେ ମିସାଇଲ ବର୍ଷଣ କରୁଛନ୍ତି । ଏହା ଦ୍ୱାରା ଇରାନ ଓ ଇସ୍ରାଏଲ ଉଭୟଙ୍କର ବହୁତ କ୍ଷତି ହୋଇଛି । ଇସ୍ରାଏଲ ଇରାନୀ ସେନାର ଶୀର୍ଷ ନେତୃତ୍ୱକୁ ହତ୍ୟା କରିଛି । ଏହି ମଧ୍ୟରେ ଇରାନ ଖାଡ଼ି ଦେଶମାନଙ୍କ ମାଧ୍ୟମରେ ସଙ୍କେତ ଦେଇଛି ଯେ ସେ ତୁରନ୍ତ ପରମାଣୁ ପ୍ରସଙ୍ଗ ଆଲୋଚନା କରିବାକୁ ଏବଂ ଉତ୍ତେଜନା କମାଇବାକୁ ପ୍ରସ୍ତୁତ । ତେବେ ଇରାନ ଏକ ସର୍ତ୍ତ ମଧ୍ୟ ରଖିଛି । ଇରାନ କହିଛି ଯେ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ଭାବେ ସାମିଲ ହେବ ନାହିଁ । ଏହା ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ବୈଠକକୁ ମଝିରେ ଛାଡ଼ି ଫେରିଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ଇରାନ ଓ…

Read More