Author: TRUPTIMAYEE SAHOO

ଫେବୃଆରୀ ମାସ ଆରମ୍ଭ ହେଉଛି ମାଘ ପୂର୍ଣ୍ଣିମାର ପବିତ୍ର ତିଥି  । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଫଳଦାୟକ ବୋଲି ମନାଯାଏ ।  ଫେବୃଆରୀ ୫ ତାରିଖରେ ସଂକଷ୍ଠୀ ଚତୁର୍ଥୀ, ୯ ତାରିଖରେ ଜାନକୀ ଜୟନ୍ତୀ ପାଳିତ ହେବ । ଏହାପରେ ୧୩ ତାରିଖରେ ଭଗବାନ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ, ଯାହା ସହିତ ଏକାଦଶୀ ଉପବାସ ମଧ୍ୟ ପାଳନ କରାଯିବ । ୧୪ ଫେବୃଆରୀରେ ଶନି ପ୍ରଦୋଷ ବ୍ରତ ଓ ୧୫ ତାରିଖରେ ମାସିକ ଶିବରାତ୍ରି ପାଳନ ହେବ । ଫେବୃଆରୀ ୧୭, ୨୦୨୬ ରେ ଫାଲଗୁନ ଅମାବାସ୍ୟା ତିଥିରେ ସୂର୍ଯ୍ୟ ଗ୍ରହଣ ହେବାକୁ ଥିବାବେଳେ ୧୮ ତାରିଖରେ ଫୁଲହାର ଦ୍ୱିଜ ପାଳନ କରାଯିବ । ମାର୍ଚ୍ଚ ଆରମ୍ଭରେ ହୋଲି ପର୍ବ ଥିବାରୁ ଫେବୃଆରୀ ୨୪ ତାରିଖରୁ ହୋଲା ଅଷ୍ଟକ ଆରମ୍ଭ ହେବ । ମାସର ଶେଷ ଦିଗରେ, ୨୭ ତାରିଖରେ…

Read More