Author: TRUPTIMAYEE SAHOO

ନାଗପୁରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ପେପର ଲିକ୍ ହେବ ପରେ କରିଛନ୍ତି ଆତ୍ମହତ୍ୟା । ଏଭଳି ସମ୍ବେଦନ ଶିଳ ଘଟଣାରେ ଏଭଳି ଅଭିଯୋଗ ଆସିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଗତ ୧୨ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ଉପରେ ହୋଇଥିବା ଅନ୍ୟାୟ ପାଇଁ ଯୁବପିଢ଼ିର ଏକ ସମ୍ପୂର୍ଣ୍ଣ ପିଢ଼ି ମୂଲ୍ୟ ଦେଉଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଦୃଢ଼ ଭାବରେ କହିଥିଲେ ଯେ “ଛାତ୍ରଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ମୋଦିଙ୍କ ଦୁର୍ନୀତିଗ୍ରସ୍ତ ଏବଂ ଭଙ୍ଗା ବ୍ୟବସ୍ଥାର ପରିଣାମ।” କିଷାନ କ୍ରେଡ଼ିଟ୍ କାର୍ଡ଼ରେ ୩ଲକ୍ଷ ଟଙ୍କାର ଋଣ ରାହୁଲ ଗାନ୍ଧୀ ‘X’ ରେ ପୋଷ୍ଟ କରିଥିଲେ : “ଆକାଂକ୍ଷା ଡାକ୍ତର ହୋଇ ଦେଶ ଏବଂ ସମାଜର ସେବା କରିବାକୁ ଚାହୁଁଥିଲେ । ଆକାଂକ୍ଷାଙ୍କ ବାପା ଜଣେ ଚାଷୀ…

Read More