Author: Anasuya Das

ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବଭାବେ ଦେଲେ ଯୋଗେ ପୂର୍ବତନ ଆଇଏଏସ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ଓ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପ୍ରତିଟି ସ୍ଥରରେ ସମାଲୋଚନା ପରେ, ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଞ୍ଜୁର କରିଥିଲେ। ଇତି ମଧ୍ୟରେ ୬ ମାସ ପରେ ଆଇଏଏସ ସୁଜାତା ପୁଣି ମଙ୍ଗଳବାର ଆଉ ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ। ସେତେବେଳେ ଆଇଏଏସ ସୁଜାତା ନିଜ ସାନ ଝିଅର ୧୦ମ ପରୀକ୍ଷା…

Read More