Author: TRUPTIMAYEE SAHOO

ଗହଣା କିଣିବା ପୂର୍ବରୁ ସୁନା ଓ ରୁପାର ଆଜିର ଦର ଜାଣିବା ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବିବାହ ଋତୁ, ପର୍ବପର୍ବାଣୀ କିମ୍ବା ବିନିଯୋଗ ଦୃଷ୍ଟିରୁ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇ ଆସିଛି ।  ଆଜି ଦେଶବ୍ୟାପୀ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧,୪୭,୧୫୦ ଟଙ୍କାକୁ ଛୁଇଁଛି । ଏହି ଦର ଗତ କିଛି ଦିନ ତୁଳନାରେ ସ୍ଥିର ରହିଥିଲେ ମଧ୍ୟ ସାଧାରଣ ଗ୍ରାହକଙ୍କ ପାଇଁ ଏହା ଅପେକ୍ଷାକୃତ ଉଚ୍ଚ ବୋଲି କୁହାଯାଉଛି । ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନା ଦର ଜାତୀୟ ସ୍ତର ସହ ସମାନ ରହିଛି । ଏଠାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଥିବା…

Read More