Author: TRUPTIMAYEE SAHOO

ଦୁନିଆରେ ନିଜର ବେଇଜ୍ଜତି କରାଇବା ପାଇଁ ଯଦି କୌଣସି ଅଲମ୍ପିକ୍ ପ୍ରତିଯୋଗିତା ହୁଅନ୍ତା, ତେବେ ଗୋଲ୍ଡ, ସିଲଭର୍ ଆଉ ବ୍ରୋଞ୍ଜ— ତିନିଟା ଯାକ ପଦକ ଆମ ପଡ଼ୋଶୀ ଦେଶ ପାକିସ୍ତାନ ହିଁ ନେଇକି ଯାଆନ୍ତା! ଆଜି ଆପଣଙ୍କ ପାଇଁ ଏମିତି ଏକ ଖବର ଅଛି, ଯାହା ଶୁଣିଲା ପରେ ଆପଣ ନିଜ ହସ ରୋକି ପାରିବେ ନାହିଁ। ଭାରତକୁ କୌଣସି ପ୍ରମାଣ ଦେବାକୁ ପଡ଼ିଲାନି କି କୌଣସି କଷ୍ଟ କରିବାକୁ ପଡ଼ିଲାନି, ପାକିସ୍ତାନ ନିଜେ ଏମିତି ଏକ ଭିଡିଓ ରିଲିଜ୍ କରିଛି ଯାହାକୁ ଦେଖି ପୂରା ଦୁନିଆ ଆଜି ପେଟରେ ହାତ ଦେଇ ହସୁଛି। ସ୍ୱାଧୀନତା ସମୟରେ ଯେତେବେଳେ ଭାରତ ବିଭାଜନ ହେଲା, ସେତେବେଳେ ଲାଗୁଛି ଏମାନେ ସ୍ୱତନ୍ତ୍ର ଦେଶ ହିଁ ଏଥିପାଇଁ ତିଆରି କରିଥିଲେ ଯେ ସାରା ଜୀବନ କେବଳ ଅପମାନିତ ହେବା ପାଇଁ ଗୋଟିଏ ସ୍ଥାନ ଦରକାର ଥିଲା! ଆଉ ଏବେ ସେମାନେ ଯେଉଁ ନୂଆ କାଣ୍ଡ ଭିଆଇଛନ୍ତି,…

Read More