Author: TRUPTIMAYEE SAHOO

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରେ ଏବଂ ସେଥିରୁ ବିଭିନ୍ନ ଯୋଗ ଗଠିତ ହୁଏ । ଏହି କ୍ରମରେ ଆସନ୍ତା ୧୫ ତାରିଖରେ ପଡୁଥିବା ମହାଶିବରାତ୍ରୀ ଦିନ ଏକ ଅତ୍ୟନ୍ତ ଦୁର୍ଲଭ ଜ୍ୟୋତିଷୀୟ ସଂଯୋଗ ଘଟୁଛି । ଏହି ଦିନ ବୁଦ୍ଧାଦିତ୍ୟ ଯୋଗ, ଶୁକ୍ରାଦିତ୍ୟ ଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ—ଏମିତି ୩ଟି ଶୁଭ ଯୋଗ ଏକାସାଥିରେ ଗଠିତ ହେଉଛି। ଜ୍ୟୋତିଷୀମାନଙ୍କ ମତାନୁସାରେ ଏପରି ସଂଯୋଗ ପ୍ରାୟ ୭୦୦ ବର୍ଷ ପରେ ଘଟୁଛି। ଯଦି କୌଣସି ଜାତକରେ ଶୁକ୍ର, ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ଥାଏ, ତେବେ ଏହି ଯୋଗର ପ୍ରଭାବରେ ସେ ବ୍ୟକ୍ତି ଜୀବନରେ ଦ୍ରୁତ ଅଗ୍ରଗତି କରିପାରିବେ ଏବଂ ଧନ-ଐଶ୍ୱର୍ଯ୍ୟର ଅଧିକାରୀ ହେବେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ପାଇଁ ଏହି ମହାଶିବରାତ୍ରୀ ଶୁଭ ସଂକେତ ନେଇ ଆସୁଛି । ମେଷ ରାଶି: ମେଷ…

Read More