Author: TRUPTIMAYEE SAHOO

ଶରୀରରେ ବୃକକ୍ (Kidney) ଏକ ଅତ୍ୟନ୍ତ ଜରୁରୀ ଅଙ୍ଗ, ଯାହା ରକ୍ତକୁ ପରିଷ୍କାର କରିବା, ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଶରୀରରେ ଜଳ ସନ୍ତୁଳନ ରଖିବାରେ ମୁଖ୍ୟ ଭୂମିକା ନିଭାଏ ।  ଚିକିତ୍ସକମାନଙ୍କ ମତାନୁସାରେ ବୃକକ୍ ନୀରବ ଭାବରେ କାମ କରେ, ଯାହାରୁ ଏହାର କ୍ଷତି ଆରମ୍ଭିକ ଅବସ୍ଥାରେ ଧରିବା କଷ୍ଟକର ହୁଏ । ବହୁ ସମୟରେ ୫୦ ରୁ ୭୦ ପ୍ରତିଶତ କ୍ଷତି ହେବା ପରେ ଲକ୍ଷଣ ସ୍ପଷ୍ଟ ହୁଏ। ଆୟୁର୍ବେଦ ବିଶେଷଜ୍ଞମାନଙ୍କ ମତ ଅନୁସାରେ କିଛି ସରଳ ସଙ୍କେତ ଉପରେ ଧ୍ୟାନ ଦେଇଲେ ବୃକକ୍ ସମସ୍ୟାକୁ ଗୁରୁତର ଅବସ୍ଥାକୁ ପହଞ୍ଚିବା ପୂର୍ବରୁ ଚିହ୍ନଟ କରାଯାଇପାରେ । ସୌଭାଗ୍ୟବଶତଃ ପ୍ରତ୍ୟେକ ସମୟରେ ହସ୍ପିଟାଲ୍ ଯିବା ଆବଶ୍ୟକ ନୁହେଁ; ଘରେ ମଧ୍ୟ କିଛି ଲକ୍ଷଣ ଧ୍ୟାନ ଦେଇ ସତର୍କ ହୋଇପାରିବେ। କାହିଁକି ବୃକକ୍ ପରୀକ୍ଷା ଜରୁରୀ? ବୃକକ୍ ଦୁର୍ବଳ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଧୀରେ ଧୀରେ ଜମା ହେବା…

Read More