Author: TRUPTIMAYEE SAHOO

“ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ”—ଏହି ଲୋକକଥା ଆଜି ସୋସିଆଲ ମିଡିଆରୁ ଆରମ୍ଭ କରି ଡାକ୍ତରୀ ମହଳ ପର୍ଯ୍ୟନ୍ତ ଉଦ୍ଧୃତ ହେଉଛି । ଏହି ଲୋକ କଥାକୁ ଆଜିର ନିଟ୍‍ ପିଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ମାମଲାରେ ଏକଦମ ଫିଟ୍‍ ହୋଇଯାଇଛି। ଯଦି ମୁର୍ଖ, ମହାମୁର୍ଖ ଓ ଗଣ୍ଡମୁର୍ଖମାନେ ସ୍ପେଶାଲିଷ୍ଟ ଡାକ୍ତର ହେବେ ତେବେ ଦେଶର ଲୋକମାନେ କାହା ଭରସାରେ ଚିକିତ୍ସା ହେବା ପାଇଁ ଚାହିଁବେ। କାରଣ ୨୦୨୫ର ନିଟ୍–ପିଜି ପରୀକ୍ଷା ପରେ ନ୍ୟୁନତମ ପର୍ସେଣ୍ଟାଇଲ୍ କମେଇବାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି, ସେଥିରେ କେବଳ ଶିକ୍ଷାନୀତି ନୁହେଁ—ଭାରତର ସ୍ୱାସ୍ଥ୍ୟସେବାର ଭବିଷ୍ୟତ ନେଇ ଚିନ୍ତା ଉଠିଛି। ପ୍ରଶ୍ନ ସରଳ, କିନ୍ତୁ ଗୁରୁତର—ଭାରତକୁ କ’ଣ ଏମିତି ବିଶେଷଜ୍ଞ ଡାକ୍ତର ଆବଶ୍ୟକ, ଯେଉଁମାନେ ଅତ୍ୟନ୍ତ କମ୍ ନମ୍ବରରେ ପୋଷ୍ଟଗ୍ରାଜୁଏଟ୍ ସିଟ୍ ପାଇବେ ? ସଂସ୍କାର ନାମରେ ଯଦି ନ୍ୟୁନତମ ଯୋଗ୍ୟତାର ମାନକୁ ତଳକୁ ଆଣାଯାଏ, ତେବେ ତାହାର ପ୍ରଭାବ…

Read More