Author: TRUPTIMAYEE SAHOO

ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଜାଣିବା ଅତ୍ୟନ୍ତ ଆବଶ୍ୟକ । ବିଶେଷତଃ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ଦର  ସହର ଅନୁସାରେ ଭିନ୍ନ ଥାଏ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ଓ ୨୨ କ୍ୟାରେଟ ୧,୪୫,୨୦୦ ଟଙ୍କାରେ ରହିଛି। ରାଜଧାନୀ ଭୁବନେଶ୍ୱରରେ, ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପାଇଁ ୧,୫୮,୪୦୦ ଟଙ୍କା ରହିଛି, ଯେଉଁଥିରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୫,୨୦୦ ଟଙ୍କା ଛୁଇଁଛି। ମୁମ୍ବାଇରେ ମୂଲ୍ୟ ସମାନ ରହିଛି, ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧,୫୮,୫୫୦ ଟଙ୍କା ଓ ୨୨ କ୍ୟାରେଟ ୧,୪୫,୩୫୦ ଟଙ୍କାରେ ଉପଲବ୍ଧ। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ୧,୫୯,୨୮୦ ଟଙ୍କା, ୨୨ କ୍ୟାରେଟ ୧,୪୬,୦୦୦ ଟଙ୍କାରେ ରହିଛି। ପୂର୍ବ ଭାରତର କୋଲକାତାରେ ୨୪ କ୍ୟାରେଟ ୧,୫୮,୪୦୦ ଟଙ୍କା ଓ ୨୨ କ୍ୟାରେଟ…

Read More