Author: TRUPTIMAYEE SAHOO

ଆଜିର ଦିନଟି ଭିନ୍ନ ଭିନ୍ନ ରାଶି ପାଇଁ ଭିନ୍ନ ଫଳ ନେଇଆସିଛି । କେତେକ ରାଶି ପାଇଁ ଉନ୍ନତି ଓ ସଫଳତାର ସମୟ ଥିବାବେଳେ, ଅନ୍ୟ କେତେକଙ୍କ ପାଇଁ ସତର୍କତା ଆବଶ୍ୟକ ହେବ । ଚାଲନ୍ତୁ ଜାଣିବା ଆଜିର ରାଶିଫଳ— ମେଷ: ଲାଭଦାୟକ କାର୍ଯ୍ୟରେ ସକ୍ରିୟ ରହିବେ। ବ୍ୟସ୍ତତାର କାରଣରୁ ଆରାମ କମିପାରେ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଥକାନି ଅନୁଭବ କରିପାରନ୍ତି, ସତର୍କ ରୁହନ୍ତୁ। ବୃଷ: ଅନ୍ୟମାନଙ୍କ ସହଯୋଗରେ କାମ ସଫଳ ହେବ। ଛାତ୍ରମାନେ ଲାଭାନ୍ୱିତ ହେବେ। ଉପରିସ୍ଥଙ୍କ ସମର୍ଥନ ମିଳିବ। ପରିବାରୀକ ସମନ୍ୱୟ କାମକୁ ସହଜ କରିବ। ମିଥୁନ: ସମୟ କିଛିଟା ଚ୍ୟାଲେଞ୍ଜିଂ ହେବ। ଶାରୀରିକ ଓ ମାନସିକ ଥକାନି ବଢ଼ିପାରେ। ଗୁରୁତ୍ୱପୂର୍ଣ୍ଣ କାମ ଶୀଘ୍ର ସମାପ୍ତ କରନ୍ତୁ। ବିଶ୍ୱାସଯୋଗ୍ୟ ଲୋକଙ୍କୁ ନଜରରେ ରଖନ୍ତୁ। କର୍କଟ: ପରିବାରର ସମର୍ଥନ ମିଳିବ। ଆୟ-ବ୍ୟୟ ସନ୍ତୁଳିତ ରହିବ। ସମାଜରେ ସମ୍ମାନ ବଢ଼ିବ। ପ୍ରିୟଜନଙ୍କ ସହିତ ମିଳନ ସମ୍ଭବ। ସିଂହ: ସନ୍ତାନ ସମ୍ପର୍କିତ…

Read More