Author: TRUPTIMAYEE SAHOO

ବାଲେଶ୍ୱର ଜିଲ୍ଲା, ଅମର୍ଦ୍ଦାରୋଡ୍ – ସିଦ୍ଧେଶ୍ୱର ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ଓ ଗଣ୍ଡଗୋଳ ଘଟିଛି । ଘଟଣା ସମୟରେ ମଞ୍ଚରେ ଅଧିକ ଚେୟାର ଭାଙ୍ଗିଯାଇଥିବା ଓ କିଛି ଛାତ୍ର ପୋଲିସଙ୍କ ଦ୍ୱାରା ଅଟକ ହୋଇଥିବା ଜଣାପଡ଼ିଛି । ଘଟଣା ସମୟରେ, ମହାବିଦ୍ୟାଳୟର ଛାତ୍ର ସଂଗଠନ ଗୋଟିଏ ଦଳ ମହାବିଦ୍ୟାଳୟର ଉତ୍ସବରେ “ହେ ନବୀନ ବାବୁ, ଆମେ ତମର ଫ୍ୟାନ” ଗୀତରେ ନାଚିବା ସମୟରେ ଅନ୍ୟ ଗୋଷ୍ଠୀ ମୋହନଙ୍କ ଗୀତ ପରିବେଷଣ କରିବାକୁ ଚାହିଲେ। ଏହାକୁ ନେଇ ଦୁଇ ଦଳର , କିଛି ଛାତ୍ର ଷ୍ଟେଜକୁ ଚଢି ହୋହାଲ୍ଲା କରିଥିଲେ। ଘଟଣାରେ ଚେୟାର ଭାଙ୍ଗିଥିଲେ, ଯାହା ଦେଖି ଅନ୍ୟ ଛାତ୍ରମାନେ ଆଶ୍ଚର୍ଯ୍ୟ ଓ ଆଶଙ୍କାକୁ ବ୍ୟକ୍ତ କରିଥିଲେ। ପୋଲିସ ଦଳ ତତ୍କ୍ଷଣାତ୍ ଘଟଣା ସ୍ଥଳକୁ ପହଞ୍ଚି, କିଛି ଛାତ୍ରଙ୍କୁ ଅଟକ କରି ପରେ ରିଲିଜ୍ କରିଛନ୍ତି । ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ୟ ମାଧ୍ୟମରେ…

Read More