Author: Ayesha Debnath

Sleeping In Light: ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ଧାରରେ ଶୋଇ ପାରନ୍ତି ନାହିଁ । ତାଙ୍କୁ ଅନ୍ଧାରରେ ଡର ଲାଗିଥାଏ। ସେଥିପାଇଁ ସେମାନେ ଶୋଇପାରନ୍ତି ନାହିଁ। ସେହିପରି ଏମିତି ଅନେକ ଲୋକଥିବେ ଯେଉଁମାନେ ଅନ୍ଧାରରେ ଶୋଇବାକୁ ପସନ୍ଦ କରନ୍ତି ବା ଲାଇଟ୍ ରେ ସେମାନେ ଶୋଇ ପାରୁନଥିବେ। ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ, ଲାଇଟ୍ ଲଗାଇ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଲାଇଟରେ ଶୋଇବା ଦ୍ୱାରା ରକ୍ତ ଶର୍କରାଓ ହୃଦସ୍ପନ୍ଦନ ବଢିଯାଇଥାଏ । ଏହା ଦ୍ୱାରା ଡାଇବେଟିସ୍ ଟାଇପ୍ ୨, ହୃଦଘାତ ଓ ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଗବେଷଣାର ତଥ୍ୟ ଅନୁଯାୟୀ, ଦିନରେ ହୃଦସ୍ପନ୍ଦନ ଅଧିକ ଥିବାବେଳେ, ରାତିରେ କମିଯାଏ । ରାତିରେ ନିଦ ଦ୍ୱାରା ଆମର ମସ୍ତିଷ୍କ ଶରୀରକୁ ସୁସ୍ଥ ରଖିବାରେ ପ୍ରକ୍ରିୟା ଆରମ୍ଭ କରେ । ତେଣୁ ଏହି ସମୟରେ ହୃଦସ୍ପନ୍ଦନ ଅଧିକ ହୋଇଥାଏ ।…

Read More