Author: Ayesha Debnath

Salman Khan: ନିକଟରେ ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିଥିଲେ। ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ଏକ ପର୍ବ ପରି ପାଳନ କରନ୍ତି । ପ୍ରଥମେ ସଲମାନ ମୁମ୍ବାଇରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ପରେ ଜାମନଗର ଯାଇଥିଲେ। ସଲମାନ ଜାମନଗରରେ ମଧ୍ୟ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଉପସ୍ଥିତ ଥିଲେ। ଏହି ଉତ୍ସବର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସଲମାନ ନାଚୁଥିବାର ନଜର ଆସିଛନ୍ତି । ସଲମାନ ଖାନଙ୍କ ନୃତ୍ୟର ଭିଡ଼ିଓକୁ ତାଙ୍କ ଫ୍ୟାନ୍ସମାନେ ସେୟାର କରୁଛନ୍ତି । ଯେଉଁଥିରେ ସେ ନିଜ ଗୀତ ‘ଓ ଓ ଜାନେ ଜାନା’ରେ ନାଚୁଥିବାର ନଜର ଆସିଛନ୍ତି । ତାଙ୍କର ଏହି ଭିଡ଼ିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଭିଡ଼ିଓରେ ସଲମାନ ଖାନ ବହୁତ ସୁନ୍ଦର…

Read More