Author: Ayesha Debnath

Self-Confidence: ଆତ୍ମବିଶ୍ୱାସର ଅଭାବ ଥିଲେ କୌଣସି ବ୍ୟକ୍ତି ଆଗକୁ ବଢ଼ିପାରେ ନାହିଁ । ଆତ୍ମବିଶ୍ୱାସ ଏପରି ଏକ ଜିନିଷ ଯାହା ଆପଣଙ୍କୁ ସବୁ ଲଢେଇରେ ସଫଳ ହେବାରେ ସାହାଯ୍ୟ କରିଥାଏ । ତେବେ ଏହା ଆମକୁ ଛୋଟବେଳୁ ବଢ଼େଇବାକୁ ପଡ଼ିଥାଏ । ବହୁତ ସମୟରେ ଆମେ ଶୁଣୁଥିବା ଯେ, ମୋ ଭିତରେ ଆତ୍ମବିଶ୍ୱାସର ଅଭାବ ହେତୁ ମୁଁ ଏହି କାମ କରି ପାରିଲି ନାହିଁ । ଛୋଟ ପିଲାଙ୍କ ଭିତରେ ମଧ୍ୟ ଏହି ଅଭାବ ଦେଖିବାକୁ ମିଳିଥାଏ । ଯାହା ଦ୍ୱାରା ସେମାନେ ସମସ୍ତଙ୍କ ସାମ୍ନାରେ କିଛି ବି କାମ କରିବାକୁ ଲାଜ କରିଥାନ୍ତି। ତେବେ ଏହି ଆମେ ଆପଣଙ୍କୁ ଏପରି ଟିପ୍ସ କହିବୁ ଯାହା ଆପଣଙ୍କ ପିଲାର ଆତ୍ମବିଶ୍ୱାସକୁ ବଢ଼ାଇବ । ପିଲାମାନଙ୍କୁ ଆରମ୍ଭରୁ ପାରିବାରିକ କାର୍ଯ୍ୟରେ ସାମିଲ୍ କରନ୍ତୁ। ଯେତେବେଳେ ପିଲାଟି ପିଲାଦିନରୁ ଅନ୍ୟ ପିଲାମାନଙ୍କୁ ଭେଟିବାରେ ଲାଗେ, ସେ ସ୍ୱୟଂଚାଳିତ ଭାବରେ ଲୋକଙ୍କ ସହ ମିଶିବାର କଳା…

Read More