Author: Ayesha Debnath

Kadha: ଆୟୁର୍ବେଦରେ କାଢାର ବେଶ୍ ମହତ୍ୱ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏବେ କାଢା ପିଇବାକୁ କୁହାଯାଉଛି । ଥଣ୍ଡା, ଜର, କାଶ ତଥା ଅନେକ ପ୍ରକାରର ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ କାଢା ପିଅନ୍ତୁ । ତେବେ ଏହାକୁ ତିଆରି କରିବା ବହୁତ ସହଜ । କିଛି ସାମଗ୍ରୀକୁ ବ୍ୟବହାର କରି ଆପଣ କାଢା ତିଆରି କରି ପାରିବେ । ତେବେ ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା ? ପ୍ରଥମେ ପାଣି ଗରମ କରିବାକୁ ପଡ଼ିବ  ପାଣି ଗରମ ହେବା ପରେ ଡାଳ ଚିନି, ଲବଙ୍ଗ ପକାନ୍ତୁ ଗୁଜୁରାତି, ଗୁଡ଼, ତେଜପତ୍ର ପକାନ୍ତୁ ଗୋଲମରିଚ ଗୁଣ୍ଡ, ଅଦା ଛେଚା, ହଳଦି ଗୁଣ୍ଡ ପକାନ୍ତୁ ଫୁଟିଗଲା ପରେ ତୁଳସୀ ପତ୍ର ପକାଇବେ ଗୁଡ଼ ନପକାଇ ମହୁ ପକାଇ ଗୋଳାଇ ପାରିବେ ଲେମ୍ବୁ ଚୁପୁଡ଼ି ପକାଇ ପାରିବା ଅଧିକ ଥଣ୍ଡା, ଜର ବା କାଶ…

Read More