Author: Ayesha Debnath

Vidya Balan: ବିଦ୍ୟା ବାଲନ୍ ବଲିଉଡ଼ର ଅନ୍ୟତମ ଦକ୍ଷ ଅଭିନେତ୍ରୀ । ବିଦ୍ୟା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ର କରିଛନ୍ତି ଏବଂ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ହିନ୍ଦୀ ସିନେମାର ପାୱାର ହାଉସ୍ ଅଭିନେତ୍ରୀ ବିଦ୍ୟା ବାଲନ୍ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି । ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ସେ ଅନେକ ମହିଳା-ଆଧାରିତ ଚଳଚ୍ଚିତ୍ରରେ କରିଥିବା ଅଭିନୟ ପାଇଁ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ପାଇଛନ୍ତି । ଏହି ଅଭିନେତ୍ରୀଙ୍କୁ ତାଙ୍କର ଅନେକ ଆଇକନ୍ ଚରିତ୍ର ପାଇଁ ଅନେକ ପୁରସ୍କାର ମଧ୍ୟ ଦିଆଯାଇଛି । ବିଦ୍ୟା ବାଲାନ୍ ହେଉଛନ୍ତି ବଲିଉଡ଼ ଏପରି ଏକ ଅଭିନେତ୍ରୀ ଯିଏ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରମାନଙ୍କ ସହିତ ଭଲ ଭାବରେ ଖାପ ଖୁଆଇବାର କ୍ଷମତା ପାଇଁ ଜଣାଶୁଣା । ତାଙ୍କ ଦ୍ୱାରା କରାଯାଇଥିବା ଅନେକ ଭୂମିକା…

Read More