Author: Ayesha Debnath

Migraineସାଧାରଣ ଥଣ୍ଡା ପରି ଏହା ଏକ ସାଧାରଣ ବିକାର। ମୁଣ୍ଡବ୍ୟଥା ଦ୍ୱାରା ଶରୀର ଆମକୁ ସୂଚନା ଦିଏ ଯେ ସବୁ ଠିକଠାକ୍ ଚାଲୁନି, କିଛି ଅସୁବିଧା ରହିଛି ଶରୀର ଭିତରେ। କେତେଗୁଡିଏ ଜଣାଶୁଣା କାରଣ ହେଲା- ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତଷ୍ଟରେ ଟ୍ୟୁମର, କ୍ଳାନ୍ତତା, ଭାବନାଗତ ଉତ୍ତେଜନା, ଅଧିକ ଭ୍ରମଣ, ନିମ୍ନ ବ୍ଲଡ ସୁଗାର ଇତ୍ୟାଦି । ମୁଣ୍ଡବ୍ୟଥା ଭଳି ବାରମ୍ବାର ତୀବ୍ର ଅଧାକପାଳ ମୁଣ୍ଡବିନ୍ଧାକୁ କହନ୍ତି ମାଇଗ୍ରେନ୍ । ମାନସିକ ଉଦବେଗ, ଚିଜ୍, ଚକୋଲେଟ୍, ଭକ୍ଷଣ, ଗର୍ଭନିରୋଧକ ବଟିକା ସେବନ, ଅତ୍ୟନ୍ତ ଉଜ୍ଜ୍ୱଳ ଆଲୋକ । ପାଟନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ । ମାଇଗ୍ରେନ୍ କ’ଣ: ମାଇଗ୍ରେନ୍ ହେଉଛି ଏକ ପ୍ରକାର ମୁଣ୍ଡବିନ୍ଧା, ଯାହା ସାଧାରଣତଃ ମୁଣ୍ଡର ଅଧା ଅଂଶରେ ଦେଖାଯାଏ । ଏହା ମସ୍ତିଷ୍କରେ ସ୍ନାୟୁ ପ୍ରଣାଳୀର ବ୍ୟାଘାତ ହେତୁ…

Read More