Author: Ayesha Debnath

Water: ଅନେକ ସମୟରେ ଆମକୁ କୁହାଯାଏ ଯେ, ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଠିକ୍ ନୁହେଁ । ଅଧିକ ପାଣି ପିଇବା କାରଣରୁ ଲୋକମାନେ ଖାଦ୍ୟ ସମାପ୍ତ କରିପାରନ୍ତି ନାହିଁ, ତେଣୁ ଅନେକ ସମୟରେ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଅନୁଚିତ ବୋଲି ପରାମର୍ଶ ଦିଆଯାଏ । ଖାଲି ସେତିକି ନୁହେଁ ଭୋଜନ ମଧ୍ୟରେ ପାଣିକୁ ନେଇ ଆଉ ଏକ କଥା ବହୁତ ପ୍ରସିଦ୍ଧ ଯେ ଖାଦ୍ୟ ଖାଇବା ସମୟରେ ପାଣି ପିଇବାଦ୍ୱାରା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏହି କାରଣରୁ ଆପଣଙ୍କ ଶରୀର ଖାଦ୍ୟକୁ ଠିକ୍ ଭାବରେ ହଜମ କରିପାରେ ନାହିଁ ଯାହା ଫଳରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜଳ ବିଷୟରେ ପୌରାଣିକ କଥା: ଭୋଜନ ସହିତ କିମ୍ବା ପରେ ପାଣି ପିଇବା ଦ୍ୱାରା ପେଟର ଏସିଡ୍‍ କ୍ଷୀଣ ହୋଇଥାଏ, ଯାହାଦ୍ୱାରା ଏହାର ପ୍ରଭାବ ହ୍ରାସ ପାଇଥାଏ । ଏହା ହଜମ…

Read More